26.1 C
Bhubaneswar
Friday, April 3, 2026
Homeଓଡିଶାଶୀତରେ ଥରୁଛି ରାଉରକେଲା

ଶୀତରେ ଥରୁଛି ରାଉରକେଲା

ଭୁବନେଶ୍ୱର : ଆଜିବି ରାଉରକେଲା ସବୁଠୁ ଥଣ୍ଡା ସହର । ୭.୨ ଡିଗ୍ରୀ ତାପମାତ୍ରା ସହ ରାଉରକେଲା ସବୁଠୁ ବଡ ଥଣ୍ଡା  ।  ଝାରସୁଗୁଡା ୭.୮ଡିଗ୍ରୀ ରହିଛି । ସେହିପରି କେନ୍ଦୁଝରରେ  ୧୦. ୬ ଡିଗ୍ରୀ ରହିଥିବା ବେଳେ  ଚାନ୍ଦବାଲିରେ ୧୩. ୫ ଡିଗ୍ରୀ ରହିଛି । ବାଲେଶ୍ୱର, ସମ୍ବଲପୁର ଓଓ ହୀରାକୁଦ ୧୨ ଡିଗ୍ରୀ  ଲେଖାଏଁ  ରେକର୍ଡ କରିଛି ।  ଭୁବନେଶ୍ୱରରେ ୧୪ , ପୁରୀରେ ୧୬. ୪ ସେହିପରି ପାରାଦୀପରେ ୧୪.୭ ରହିଥିବା ବେଳେ ଗୋପାଳପୁରରେ ୧୫. ୮ ରହିଛି ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking