28.1 C
Bhubaneswar
Wednesday, April 23, 2025
Homeଓଡିଶାମାରଣାସ୍ତ୍ର ଦେଖାଇ ୭ ଲକ୍ଷରୁ ଅଧିକ ଟଙ୍କା ଲୁଟି ନେଇଗଲେ ଦୁର୍ବୃତ୍ତ

ମାରଣାସ୍ତ୍ର ଦେଖାଇ ୭ ଲକ୍ଷରୁ ଅଧିକ ଟଙ୍କା ଲୁଟି ନେଇଗଲେ ଦୁର୍ବୃତ୍ତ

ସୋର: ଦିନକୁ ଦିନ ସୋର ଅଞ୍ଚଳରେ ବଢ଼ିବାରେ ଲାଗିଛି ଚୋରି। ଆସିଲେ ହାଣିଲେ ସର୍ଵସ୍ବାନ୍ତ କରି ଚାଲିଗଲେ।  ବାରମ୍ବାର ଏପରି ଘଟଣା ଘଟୁଥିବା ବେଳେ ସୋର ପୁଲିସର ହାତ ଏ ପର୍ଯ୍ୟନ୍ତ ଖାଲି। ଯାହାକୁ ନେଇ ସୋର ପୁଲିସକୁ ଅପରାଧୀମାନେ ଡରୁନଥିବା ଚର୍ଚ୍ଚା ହେଉଛି। ଗତକାଲି ରାତିରେ ସମାନ ଘଟଣା ଦେଖିବାକୁ ମିଳିଛି। ଜଣେ ଗହଣା ଦୋକାନୀଙ୍କ ଘରେ ପଶି ତାଙ୍କ ହାତ ଗୋଡ଼ ବାନ୍ଧି ମାରଣାସ୍ତ୍ର ଦେଖାଇ ୭ ଲକ୍ଷରୁ ଅଧିକ ଟଙ୍କାର ଗହଣା ସାଙ୍ଗକୁ ନଗଦ ୫ଲକ୍ଷ ଟଙ୍କା ଲୁଟିନେଇଛନ୍ତି ଦୁର୍ବୃତ୍ତ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking