29.1 C
Bhubaneswar
Sunday, March 15, 2026
Homeଓଡିଶାଏଟିଏମରୁ ଲୁଟି ଜାଲିଦେଲେ ଦୁର୍ବୃତ୍ତ

ଏଟିଏମରୁ ଲୁଟି ଜାଲିଦେଲେ ଦୁର୍ବୃତ୍ତ

ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା  ପଞ୍ଚୁପଟି ଥାନା  ନିକଟରେ ଏଟିଏମରୁ ଲୁଟ ହୋଇଛି । ଗ୍ୟାସ କଟରରେ ଏଟିଏମକୁ କାଟି ଲୁଟିଲା ପରେ  ଜାଳି ଦେଲେ ଦୁର୍ବୃତ୍ତ । ପ୍ରମାଣ ନଷ୍ଟ କରିବାକୁ  ପେଟ୍ରୋଲ ଢାଳି  ଜାଳି ଦେଲେ । ବିଳମ୍ବିତ ରାତିରେ ଲୁଟ କରିଛି ଦୁର୍ବୃତ୍ତ ହେଲେ କେତେ ଲୁଟ କରିଛି ସ୍ପଷ୍ଟ ହୋଇନି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking