27.1 C
Bhubaneswar
Saturday, December 6, 2025
Homeଓଡିଶାପୁଣି ଆପାର୍ଟମେଣ୍ଟରେ ପଶି ଲକ୍ଷାଧିକ ଟଙ୍କା ଲୁଟି ନେଲେ ଲୁଟେରା

ପୁଣି ଆପାର୍ଟମେଣ୍ଟରେ ପଶି ଲକ୍ଷାଧିକ ଟଙ୍କା ଲୁଟି ନେଲେ ଲୁଟେରା

ଭୁବନେଶ୍ୱର : ପୂଜା ଆସିଲା ଲୁଟେରା ମାତିଲେ । ଚନ୍ଦକା ଅଞ୍ଚଳରୁ ସିରିଜ ଲୁଟ । ପୁଣି ଆପାର୍ଟମେଣ୍ଟରେ ପଶି ଲୁଟେରା ବୁଲାଇଲେ କଳାକନା । ଏକାଧିକ ଫ୍ଲାଟରୁ ଲୁଟି ନେଇଛନ୍ତି ଲକ୍ଷାଧିକ ଟଙ୍କା ସହ ସୁନା ଗହଣା ଓ ମୂଲ୍ୟବାନ୍ ସାମଗ୍ରୀ । ଲୁଟ ପରେ ଆପାର୍ଟମେଣ୍ଟ ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ । ସିସିଟିଭିରେ କଏଦ ହେଲା ଲୁଟେରାଙ୍କ କାରନାମା । ଗତକାଲି ବିଳମ୍ବିତ ରାତିରେ ଚନ୍ଦକା ଥାନା ଅଞ୍ଚଳରେ ୨ଟି ଆପାର୍ଟମେଣ୍ଟରେ ଲୁଟେରା ପାଖାପାଖି ୬ଟି ଫ୍ଲାଟରୁ ଲୁଟପାଟ କରିଥିବା ଅଭିଯୋଗ ହୋଇଛି। ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଛି ପୋଲିସ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking