15.1 C
Bhubaneswar
Wednesday, December 10, 2025
Homeଓଡିଶା୨୦ ପୂର୍ବରୁ ରାସ୍ତା ମରାମତି ସରିବ: ମନ୍ତ୍ରୀ

୨୦ ପୂର୍ବରୁ ରାସ୍ତା ମରାମତି ସରିବ: ମନ୍ତ୍ରୀ

ଭୁବନେଶ୍ୱର: ଦୁର୍ଗାପୂଜା ପୂର୍ବରୁ  ମରାମତି ହେବ ସମସ୍ତ ସହରାଞ୍ଚଳ ରାସ୍ତା । ୨୦ ତାରିଖ ପୂର୍ବରୁ ଟ୍ୱିନସିଟି  ସମେତ  ସବୁ  ସହରାଞ୍ଚଳ ରାସ୍ତା ମରାମତି ହେବ । ଏନେଇ ସୂଚନା ଦେଲେ ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଆସନ୍ତା ୬ରେ ଇଆଇସିଙ୍କ ଅଫିସରେ ବସିବ ସମନ୍ୱୟ ବୈଠକ ।  ବିଭାଗୀୟ ମନ୍ତ୍ରୀ, ବିଧାୟକ, ମେୟର ଉପସ୍ଥିତ ରହିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking