28.1 C
Bhubaneswar
Wednesday, July 3, 2024
Homeଓଡିଶାସଡକ ଦୁର୍ଘଟଣା : ୨ ମୃତ

ସଡକ ଦୁର୍ଘଟଣା : ୨ ମୃତ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରେ ଘଟିଛି ସଡକ ଦୁର୍ଘଟଣା । ଟ୍ରକ ସହ ଧକ୍କା ହେଲା ବାଇକ । ଏଭଳି ଦୁର୍ଘଟଣାରେ ଚାଲିଗଲା ୨ଜଣଙ୍କ ଜୀବନ। ସୂଚନା ଅନୁଯାୟୀ, ବାଇକ ଉପରେ ଚଢ଼ିଗଲା ଟ୍ରକ । ଯାହାଫଳରେ ୨ ଜଣଙ୍କ ମୃତ୍ୟୁ ହୋଇଛି । ଭୁବନେଶ୍ୱର ବରମୁଣ୍ଡା କାଳୀମନ୍ଦିର ନିକଟରେ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ।ବାଇକ ଉପରେ ଟ୍ରକ ଚଢ଼ି ଯାଇଥିବା ସୂଚନା ମିଳିଛି। ଟ୍ରକ ଓ ବାଇକ ଧକ୍କା ଫଳରେ ୨ଜଣଙ୍କ ମୃତ୍ୟୁ ହୋଇଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମୃତଦେହକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking