ନୂଆଦିଲ୍ଲୀ :କେରଳ ସଡକ ଦୁର୍ଘଟଣାରେ ମୁଣ୍ଡ ନେଲା ୫ ଡାକ୍ତରୀ ଛାତ୍ରଙ୍କ ଜୀବନ । ସୂଚନା ଅନୁଯାୟୀ, କାଲାରକୋଡରେ କାର ଓ ବସ ମଧ୍ୟରେ ଦୁର୍ଘଟଣା ହୋଇଛି । ସେହି ଦୁର୍ଘଟଣା ପରେ ସେଥିରେ ୫ ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁ ହୋଇଛି । ସେହି କାରରେ ୭ ଜଣ ଥିବା ବେଳେ ସେହି ମଧ୍ୟରୁ ୫ଜଣଙ୍କର ମୃତ୍ୟୁ ହୋଇଛି । ବର୍ତ୍ତମାନ ସୁଦ୍ଧା ୨ ଗୁରୁତରଙ୍କୁ ମେଡିକାଲରେ ଚିକିସ୍ଛା ଚାଲିଛି । ହେଲେ ବସରେ ଥିବଆ ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି ।