26.1 C
Bhubaneswar
Saturday, December 13, 2025
Homeଓଡିଶାସଡକ ଦୁର୍ଘଟଣା: ୩ ମୃତ

ସଡକ ଦୁର୍ଘଟଣା: ୩ ମୃତ

ଅନୁଗୁଳ: ସଦର ଥାନା ଖଣ୍ଡହତା ନିକଟରେ ଶନିବାର ଅପରାହ୍‌ଣରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଅଟୋ ଉପରେ ଏକ ଦ୍ରୁତଗାମୀ କାର୍ ମାଡ଼ି ଯାଇଛି, ଯେଉଁଥିରେ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨ ଆହତଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତକମାନେ ହେଲେ ଅଟୋ ଚାଳକ ମଣ୍ଟୁ ମୁଦୁଲି, ବଂଶୀଧର ସେଠୀ ଓ କମଳା ସେଠୀ। ସୁନୀତା ସେଠୀ ଓ ୧୨ ବର୍ଷର ପୁଅ ଗୁରୁତର ଅଛନ୍ତି। ଏମାନେ ସମସ୍ତେ ଢେଙ୍କାନାଳଜିଲ୍ଲା ରସୋଳ ଥାନା କାରନ୍ଦା ଗାଁର ଲୋକ ‌ବୋଲି ଜଣାପଡ଼ିଛି।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking