25.1 C
Bhubaneswar
Thursday, April 2, 2026
Homeଓଡିଶାସଡକ ଦୁର୍ଘଟଣା : ୨ ଗୁରୁତର  

ସଡକ ଦୁର୍ଘଟଣା : ୨ ଗୁରୁତର  

ଭୁବନେଶ୍ୱର :  ପିପିଲି-ଜଟଣୀ ରାସ୍ତାର କାକୁଡିଆରେ ବସ୍ ଓ ଟ୍ରକ୍ ମୁହାମୁହିଁ ଧକ୍କା। ଦୁର୍ଘଟଣାରେ ୨ ଜଣ ଗୁରୁତର ହୋଇଛନ୍ତି । ବସ୍‌ରେ ଥିବା ୫୦ ଜଣ ଯାତ୍ରୀ ସାମାନ୍ୟ ଆହତ ହୋଇଛନ୍ତି । ଦୁଇ ଗୁରୁତରଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି। ଏହି ରାସ୍ତାରେ ବାରମ୍ବାର ଦୁର୍ଘଟଣା ଘଟୁଥିବାରୁ କିଛି ସମୟ ପର‌୍ୟ୍ୟନ୍ତ ସ୍ଥାନୀୟ ଲୋକେ ରାସ୍ତାରୋକ କରିଥିଲେ। ଘଟଣାସ୍ଥଳରେ ପୋଲିସ ପହଂଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking