30.1 C
Bhubaneswar
Saturday, February 14, 2026
Homeଦେଶ ବିଦେଶରିଷବ ହେଲେ ଶ୍ରେଷ୍ଠ ଅଭିନେତା

ରିଷବ ହେଲେ ଶ୍ରେଷ୍ଠ ଅଭିନେତା

ମୁମ୍ବାଇ : ଶ୍ରେଷ୍ଠ ଅଭିନେତା ଭାବେ ରିଷବ ସେଟ୍ଟୀଙ୍କୁ ଜାତୀୟ ଚଳଚିତ୍ର ପୁରସ୍କାର । ଫିଲ୍ମ ‘କାନ୍ତରା’ ପାଇଁ ରିଷବଙ୍କୁ ମିଳିଲା ଜାତୀୟ ଚଳଚିତ୍ର ପୁରସ୍କାର । ଶ୍ରେଷ୍ଠ ଅଭିନେତ୍ରୀ ଭାବେ ନିତ୍ୟା ମେନନ ଓ ମାନସୀ ପାରେଖ ପୁରସ୍କୃତ । ‘ଉଁଚାଇ’ ଫିଲ୍ମ ସୂରଜ ପାଇଁ ବଡଜାତ୍ୟା ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ପୁରସ୍କୃତ ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking