17.1 C
Bhubaneswar
Friday, February 6, 2026
Homeଓଡିଶା୧୬ ସ୍ଥାନରେ ନଦୀ ଜଳ ପ୍ରଦୂଷିତ: ମନ୍ତ୍ରୀ

୧୬ ସ୍ଥାନରେ ନଦୀ ଜଳ ପ୍ରଦୂଷିତ: ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟର ୧୬ ସ୍ଥାନରେ ନଦୀ ଜଳ ପ୍ରଦୂଷିତ ହୋଇଛି । ଗୃହରେ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ  ଉତ୍ତର ରଖିଛନ୍ତି। କଟକରେ କାଠଯୋଡି, ଭୁବନେଶ୍ୱରରେ ଦୟାନଦୀ ପ୍ରଦୂଷିତ ହୋଇଛି । ଗଙ୍ଗୁଆ ନାଳ, ଗୋପ ଭିଙ୍ଗାରପୁରର କୁଶଭଦ୍ରା ନଦୀ ଜଳ ପ୍ରଦୂଷିତ ହୋଇଛି। ରାଉରକେଲାର ବ୍ରାହ୍ମଣୀ ଓ ଗୁରାଡି ନାଳ ପ୍ରଦୂଷଣ ଥିବା ରିପୋର୍ଟ କରାଯାଇଛି। ସହରାଞ୍ଚଳ  ବର୍ଜ୍ୟଜଳ  ନିଷ୍କାସନ ଯୋଗୁଁ ପ୍ରଦୂଷିତ ହେଉଛି। ନଦୀ ଜଳର ଅତ୍ୟଧିକ ବ୍ୟବହାର ଯୋଗୁଁ  ପ୍ରଦୂଷିତ ହେଉଛି। ଜଳ ପ୍ରଦୂଷଣ ରୋକିବାକୁ ସରକାର ପଦକ୍ଷେପ ନେଇଛନ୍ତି ବୋଲି କହିଛନ୍ତି ମନ୍ତ୍ରୀ ରାମ ସିଂ ଖୁଣ୍ଟିଆ  ା ସହରାଞ୍ଚଳ ଅଧିକାରୀଙ୍କୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking