27.1 C
Bhubaneswar
Friday, December 5, 2025
Homeଓଡିଶାହୁକା ବାର୍‌ରେ ଗଣ୍ଡଗୋଳ: ୩ ଗୁରୁତର

ହୁକା ବାର୍‌ରେ ଗଣ୍ଡଗୋଳ: ୩ ଗୁରୁତର

ଭୁବନେଶ୍ୱର: ଭୁବନେଶ୍ବର ପଳାଶୁଣିରେ ଏକ ହୁକା ବାର୍‌ ଓ ରେଷ୍ଟୁରାଣ୍ଟରେ ହଣାକଟା ହୋଥିବା ନେଇ ଘଟଣା ସାମ୍ନାକୁ ଆସିଛି। ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଯୋଗୁଁ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ୩ ଗୁରୁତରଙ୍କୁ ଖଣ୍ଡଗିରି ଅଞ୍ଚଳରେ ଥିବା ଏକ ଘରୋଇ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ଭାଙ୍ଗିଲା ଗାଡି, ରାତିସାରା ଖୋଲା ସତ୍ତ୍ବେ ପୋଲିସ କିପରି ଜାଣିପାରୁନଥିଲା ଉଠିଛି ପ୍ରଶ୍ନ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking