ଭୁବନେଶ୍ୱର: ଆରଆଇ, ଆଇସିଡିଏସ୍ ସୁପରଭାଇଜର, ଏଆରଆଇ, ଅମିନ ପରୀକ୍ଷା ପାଇଁ ତାରିଖ ଘୋଷଣା କରାଯାଇଛି। ସବୁ ଜିଲ୍ଲାରେ ଅକ୍ଟୋବର ୮ରୁ ନଭେମ୍ବର ୧୩ ମଧ୍ୟରେ ହେବ ପ୍ରିଲିମନାରୀ ପରୀକ୍ଷା। www.osssc.gov.in ରେ ଆଡମିଶନ ଲେଟର ଡାଉନଲୋଡ କରିହେବ। ଛାତ୍ରଛାତ୍ରୀ ଚାହିଁଲେ ପୋର୍ଟାଲରେ ମକ୍ ଟେଷ୍ଟ ମଧ୍ୟ ଦେଇ ପାରିବେ।










