18.1 C
Bhubaneswar
Monday, December 22, 2025
Homeଓଡିଶାଓଲଟିଲା ଅଟୋ ; ୮ ମହିଳା ଗୁରୁତର

ଓଲଟିଲା ଅଟୋ ; ୮ ମହିଳା ଗୁରୁତର

ଭଞ୍ଜନଗର : ଓଲଟିଲା ଅଟୋ । ସୋମବାର ଭାରସାମ୍ୟ ହରାଇ ଅଟୋ ଓଲଟିବା ଫଳରେ ୮ ଜଣ ମହିଳା ଗୁରୁତର ଆହତ ହୋଇଛନ୍ତି । ଏହି ଦୁର୍ଘଟଣା ବାଇବାଲି ପଞ୍ଚାୟତ ତଡମା ଗାଁ ନିକଟରେ ଘଟିଛି । ଦୁର୍ଘଟଣାରେ ୪ ଗୁରୁତରଙ୍କୁ ବ୍ରହ୍ମପୁରକୁ ସ୍ଥାନାନ୍ତର କରାଯାଇଛି । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଆହତଙ୍କୁ ଉଦ୍ଧାର କରିବା ସହ ଘଟଣାର ତଦନ୍ତ ଜାରି ରଖିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking