23.1 C
Bhubaneswar
Sunday, March 22, 2026
Homeଓଡିଶାବ୍ୟାନ ସତ୍ତ୍ୱେ ବଢୁଛି ରାଜସ୍ୱ

ବ୍ୟାନ ସତ୍ତ୍ୱେ ବଢୁଛି ରାଜସ୍ୱ

ଭୁବନେଶ୍ୱର : ବ୍ୟାନ ସତ୍ତ୍ୱେ ପାନ ଓ ଗୁଟଖାରୁ ବଢୁଛି ରାଜସ୍ୱ । ୧୦ ବର୍ଷରେ ୬୫୯୫ , ୫୫ କୋଟିର ଟିକସ ପାଇଛି ରାଜ୍ୟ । ପାନ ମସଲା , ଗୁଟଖା ଓ ତମ୍ବାଖୁରୁ ବଢିଛି ରାଜସ୍ୱ । କ୍ରମାଗତ ଭାବେ ବାର୍ଷିକ ବଢୁଛି ଗୁଟଖା , ତମ୍ବାଖୁର ଟିକସ । ୨୦୨୪- ୨୫ରେ ୧ ହଜାର ୪୭ କୋଟି ଟିକସ ଆଦାୟ କରିଛନ୍ତି । ଏନେଇ ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସୂଚନା ଦେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking