27.1 C
Bhubaneswar
Thursday, March 26, 2026
Homeଓଡିଶାଅଶାନ୍ତ କଳିଙ୍ଗନଗର: ନିଳାଚଳ ପ୍ଲାଣ୍ଟ ସମ୍ପ୍ରସାରଣକୁ ବିରୋଧ

ଅଶାନ୍ତ କଳିଙ୍ଗନଗର: ନିଳାଚଳ ପ୍ଲାଣ୍ଟ ସମ୍ପ୍ରସାରଣକୁ ବିରୋଧ

ଯାଜପୁର: ଯାଜପୁର ଜିଲ୍ଲାର କଳିଙ୍ଗନଗର ଶିଳ୍ପା ଅଞ୍ଚଳ ଆସାନ୍ତ ପରିସ୍ଥିତି ଆଡ଼କୁ ଯାଉଚି ଏବେ ଟାଟା ପରିଚାଳିତ ନୀଳା ଚଳ ପ୍ଲାଣ୍ଟ ର ସମ୍ପ୍ରସାରଣ କାର୍ଯ୍ୟ କୁ କଲିଙ୍ଗ ନଗର ବାସି ବିରୋଧ କରୁଛନ୍ତି l କାରଖାନା ଗୁଡ଼ିକ ରେ ବିସ୍ଥାପିତ ହେଲୁ ପାଇଲୁ ଧୂଳି ଧୁଆଁ ର ଦୂଷିତବାୟୁ ମଣ୍ଡଳ ପାଇଲୁ ବିଭନ୍ନ ଗଣମାଧ୍ୟମକୁ ସୁଚନା ଦେଇ ବିରୋଧ କରିବେ l କଳିଙ୍ଗନଗର କୁ ପ୍ରଦ୍ୟୁଷଣ ମୁକ୍ତ କର ବିସ୍ଥାପିତ ମାନଂକ ସମସ୍ୟା ବୁଝ, କାରଖାନା ଗୁଡ଼ିକ ରେ ବିସ୍ଥାପିତ ଓ ସ୍ଥାନୀୟ ଯୁବକ ଯୁବତୀ ମାନଙ୍କୁ ନିଯୁକ୍ତି ଦିଅ l ଅଣ ଓଡ଼ିଆ ଠିକା ଦlର୍ ଉଚ୍ଛେଦ କର ପ୍ରଭୃତି ଦାବି ନେଇ ବିଭନ୍ନ ଦଳ ଓ ସଂଗଟନ ବିରୋଧ କରୁଛନ୍ତି ତଥା କଂପାନୀ ଅଣ ଓଡ଼ିଆ ମାନଙ୍କୁ ନିଯୁକ୍ତି ଦେଉ ଥିଲା ବେଲ ସ୍ଥାନୀୟ ଇଞ୍ଜିନିୟର ଡିପ୍ଲୋମା ଆଇ ଟି ଆଇ ଯୁବକ ଯୁବତୀ ମାନଙ୍କୁ ନିଯୁକ୍ତି ଦେବା ରେ ଅବ ହେଲl ପଦର୍ଶନ କରୁଛି
ଜଳ ବାୟମଣ୍ଡଳ କୁ କାରଖାନା ଗୁଡ଼ିକ ଧୂଳି ଧୁଆଁ ବାୟୁ ମଣ୍ଡଳ କୁ ପଦ୍ୟୁସିତ କରୁଛି ଖରଖlନା ଗୁଡ଼ିକ ଦୂଷିତ ପାଣି ଓ ବ୍ରଜ୍ୟବସ୍ତୁ ଗୁଡ଼ିକୁ ବିଭନ୍ନ ନାଳ ଝରଣା ରେ ଛାଡି ଦେଉଛି ଧାନ ଫସଲ ଦୂଷିତ କେମିକାଲ ପାଣି ରେ ନଷ୍ଟ ହୋଇ ଯାଉଛି l କିଡନୀ ପ୍ରଭୃତି ବହୂ ରୋଗ ରେ ଆକ୍ରାନ୍ତ ହୋଇ ମୃତୁ ବରଣ କରୁ ଛନ୍ତି l ପ୍ରଦ୍ୟୁଷଣ ବିଭାଗ କାରଖାନା ଗୁଡ଼ିକ ଉପର ପଦ୍ୟୁଷଣ ହାର କମାଇବ ପାଇଁ ନୋଟିସ କଲେ କାରଖାନା କର୍ତ୍ତୃ ପକ୍ଷ ଫୁ କରି ଉଡାଇ ଦେଉଛନ୍ତି ଆସନ୍ତା କାଲି ନୀଳା ଚଳ ପ୍ଲାଣ୍ଟ ର ସମ୍ପ୍ରସାରଣ ଜନ ଶୁଣାଣି ହେବାକୁ ଯାଉଛି l ଜନ ଶୁଣାଣିକୁ କଳିଙ୍ଗନଗର ବିଭନ୍ନ ସଙ୍ଗଟନ ବିରୋଧ କରିବ ଆଗେ ଦାବି ପୁରଣ କର ପରେ ଜନ ଶୁଣାଣି କର ଏହି ନାରl ରେ ପ୍ରବଳ ବିରୋଧ କାରା ଯିବ ଏହା ଜିଲ୍ଳା ପ୍ରଶାସନ ର ମୁଣ୍ଡ ବିନ୍ଧା ର କାରଣ ସାଜିଛି କଳିଙ୍ଗନଗର ଶିଳ୍ପl ଅଂଚଳ ରେ ପୋଲିସ୍ ଫୋର୍ସ ଓ ମାଜିଷ୍ଟ୍ରେଟ ମୁତୟନ କରାଯାଇଛି l।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking