Homeଓଡିଶାଝୁଲନ୍ତା ମୃତଦେହ ଉଦ୍ଧାର ଓଡିଶାକଟକ ଝୁଲନ୍ତା ମୃତଦେହ ଉଦ୍ଧାର By Ona Khabara 21/11/2024 Share FacebookTwitterPinterestWhatsAppLinkedinReddItTelegram ସାଲେପୁର: କଟକ ଜିଲ୍ଲା ସାଲେପୁର ଅଞ୍ଚଳରେ ଘଟିଛି ଅଭାବନୀୟ ଘଟଣା । ଝୁଲନ୍ତା ଅବସ୍ତରେ ଯୁବକଙ୍କ ମୃତ ଦେହ ଉଦ୍ଧାର ହୋଇଥଇଛି । ଏମିତି ଘଟଣା ଘଟିଛି ସାଲେପୁର ମାଣିତ୍ରି ଗାଁ ରେ । ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ, ଏ ନେଇ ପୋଲିସର ତଦନ୍ତ ଚାଲିଥିବା ର ସୂଚନା ରହିଛି। Share FacebookTwitterPinterestWhatsAppLinkedinReddItTelegram Previous articleପାଗଳ ମାଙ୍କଡକୁ କାବୁ କଲା ବନ ବିଭାଗNext articleସଞ୍ଜୟ ମଞ୍ଜରେକରଙ୍କ ଉପରେ ବର୍ଷିଲେ ଶାମୀ Ona Khabara 5,005FansLike2,475FollowersFollow12,700SubscribersSubscribe HOT NEWS ଦେଶ ବିଦେଶ ଗଙ୍ଗା ନଦୀରେ ଡଙ୍ଗାରେ ମଦ୍ୟପାନ ଅଭିଯୋଗରେ ଜଣେ ଗିରଫ ଦେଶ ବିଦେଶ ପ୍ରେମ ପାଇଁ ମଦରେ ବିଷ ମିଶାଇ ଭାଇକୁ ମାରିଲା ଭଉଣୀ ଓଡିଶା ଯାଜପୁରରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ଓଡିଶା ଯାଜପୁରରେ ବିଜେଡି ମଜଭୁତ: ବିଶ୍ୱ ରଞ୍ଜନ