21.1 C
Bhubaneswar
Thursday, December 18, 2025
Homeଓଡିଶାଆସିଲା ରିପୋର୍ଟ: ଓଡ଼ିଶାରେ ୬୯୬ କଲରାପତରିଆ

ଆସିଲା ରିପୋର୍ଟ: ଓଡ଼ିଶାରେ ୬୯୬ କଲରାପତରିଆ

ଭୁବନେଶ୍ୱର: ରାଜ୍ୟର ପ୍ରଥମ କଲରାପତରିଆ ବାଘ ଗଣନା ରିପୋର୍ଟ ସାମନାକୁ ଆସିଛି । ରିପୋର୍ଟ ଅନୁଯାୟୀ ଓଡ଼ିଶାରେ ମୋଟ ୬୯୬ଟି କଲରାପତରିଆ ବାଘ ରହିଛି । ଏନଟିସିଏ ରିପୋର୍ଟ ଅନୁସାରେ ୨୦୨୨ରେ ଓଡ଼ିଶାରେ ୫୬୮ଟି କଲରାପତରିଆ ବାଘ ରହିଥିଲା । ୨୦୧୮ରେ କଲରାପତରିଆ ବାଘ ସଂଖ୍ୟା ଥିଲା ୭୬୦ । ତେବେ ଚଳିତ ଥର ବନ ବିଭାଗ ନିଜସ୍ୱ କଲରାପତରିଆ ବାଘ ଗଣନା କରିଛି ।

ବିଜେପିକୁ ବିଜେଡିର ପାଲଟା ଆକ୍ରମଣ

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking