Homeଅପରାଧଦୁଷ୍କର୍ମୀକୁ ୨୦ ବର୍ଷ ଜେଲ ଅପରାଧଓଡିଶା ଦୁଷ୍କର୍ମୀକୁ ୨୦ ବର୍ଷ ଜେଲ By Ona Khabara 26/10/2024 Share FacebookTwitterPinterestWhatsAppLinkedinReddItTelegram ସମ୍ବଲପୁର: ନାବାଳିକା ଦୁଷ୍କର୍ମୀକୁ ୨୦ ବର୍ଷ ଜେଲ , ଲକ୍ଷେ ଜୋରିମାନା । ଦୋଷୀ ପପୁନ ବେହେରାଙ୍କୁ ୨୦ ବର୍ଷ ଜେଲ ଦଣ୍ଡ ଶୁଣାଇଲେ ପକ୍ସୋ କୋର୍ଟ । ୨୦୧୧ ରେଙ୍ଗାଳି ଥାନା ଅଞ୍ଚଳରୁ ନବମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ କରିଥିଲା। ବିବାହ ପ୍ରତିଶୃତି ଦେଇ ହାଇଦ୍ରାବାଦ ନେଇ ଦୁଷ୍କର୍ମ ଅଭିଯୋଗ ହେଇଥିଲା । Share FacebookTwitterPinterestWhatsAppLinkedinReddItTelegram Previous articleବାଣ ବିସ୍ଫୋରଣରେ ଉଡିଲା ଘର : ଜଣେ ଗୁରୁତରNext articleଶ୍ୱେତପତ୍ର ଦାବି କଲା ବିଜେଡି Ona Khabara 5,005FansLike2,475FollowersFollow12,700SubscribersSubscribe HOT NEWS ଓଡିଶା ଆଜିର ଦିନଟି ଆପଣଙ୍କର କେମିତି କଟିବ, ଆସନ୍ତୁ ଜାଣିବା…. ଓଡିଶା ଘୋଡା ବେପାରରେ ନବୀନ ମାହିର: ପ୍ରତାପ ଓଡିଶା ବିଜେବି କଲେଜରେ ଗୋଷ୍ଠୀ ସଂଘର୍ଷ: ୨୫ରୁ ଅଧିକ ଛାତ୍ର ଆହତ ଓଡିଶା ରାଜ୍ୟସଭା ନିର୍ବାଚନ: କ୍ରସ ଭୋଟିଂ ସଂଖ୍ୟା ବଢିଲା; ବିଜେଡିର ୮, କଂଗ୍ରେସର ୩