ଭୁବନେଶ୍ୱର : ରେଭେନ୍ସା ପ୍ରସଙ୍ଗ ; ପୁଣି ପ୍ରଶ୍ନ ଉଠାଇଲେ ଭର୍ତ୍ତୃହରିଙ୍କ ମହତାବ । ଯେଉଁମାନେ କଲେଜ କଲେ ସେମାନେ ନାଁ ହେଇଥିଲେ । ସେମାନେ ଦେଇଥିବା ନାଁ କୁ ପରିବର୍ତ୍ତନ କଲା କିଏ ? । ହେଲେ ମାତ୍ର ୧୫ ଟଙ୍କା ପାଇଁ ରେଭେନ୍ସାଙ୍କ ନାଁରେ ଗାର୍ଲ୍ସ ସ୍କୁଲ । ସ୍କୁଲ ଚଲାଇବାକୁ ୧୫ ଟଙ୍କା ଆବଶ୍ୟକ ଥିଲା । ରେଭେନ୍ସାଙ୍କୁ ସଭାକୁ ଡାକି ସଭାପତି କରାଗଲା । ଏହାପରେ ତାଙ୍କ ନାମରେ ସ୍କୁଲ ନାମିତ ହେଲା ।