15.1 C
Bhubaneswar
Monday, December 8, 2025
Homeଓଡିଶାହବିଷିଆଳିଙ୍କ ପାଇଁ ଆରମ୍ଭ ହେଲା ପଞ୍ଜୀକରଣ

ହବିଷିଆଳିଙ୍କ ପାଇଁ ଆରମ୍ଭ ହେଲା ପଞ୍ଜୀକରଣ

ଭୁବନେଶ୍ୱର: ହବିଷିଆଳିଙ୍କ ପାଇଁ ଆରମ୍ଭ ହେଲା ପଞ୍ଜୀକରଣ । ledistrict.odisha.gov.inରେ  ପଞ୍ଜୀକରଣ କରିବେ । ପ୍ରଥମ ଥର ଆବେଦନ କରୁଥିଲେ ଦିଆଯିବ ଅଗ୍ରାଧିକାର । ୨୫୦୦ ହବିଷିଆଳି ପଞ୍ଜୀକରଣ ପର୍ଯ୍ୟନ୍ତ ଚାଲିବ ଆବେଦନ ।  ା ପ୍ରାୟ ଅଢେଇ ହଜାର ହବିଷିଆଳୀଙ୍କ ପାଇଁ ଏଥର  ବ୍ୟବସ୍ଥା ହୋଇଛି ।ଅକ୍ଟୋବର ୭ରୁ ଆରମ୍ଭ ହେବ କାର୍ତ୍ତିକ ବ୍ରତ । ଆଉ ଗତଥର ଭଳି ଚଳିତବର୍ଷ ମଧ୍ୟ ବୃନ୍ଦାବତୀ ଭବନ ସହିତ ଆଉ ତିନିଟି କୋଠାରେ ରହିବେ ହବିଷିଆଳୀ । ଆବେଦନ ପ୍ରକ୍ରିୟା ଅନଲାଇନ ମାଧ୍ୟମରେ କରାଯିବ । କଉଁଠି ରହିେ. ଆଇଡି କାର୍ଡ , ଆଜିର ସମସ୍ତ ତଥ୍ୟ ଅନଲାଇନ ମାଧ୍ୟମରେ ହେବାକୁ ଯୋଜନା କରିଛନ୍ତି ପୁରୀ ଜିଲ୍ଲାପାଳ ।୭୦ ବର୍ଷ ବୟସ ପର୍ଯ୍ୟନ୍ତ ବିଧବା ମହିଳା ଓ ୫୦ରୁ ୭୦ ବର୍ଷ ପର୍ଯ୍ୟନ୍ତ ବିବାହିିତ ମହିଳା ଆବେଦନ କରିପାରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking