16.1 C
Bhubaneswar
Sunday, December 7, 2025
Homeଓଡିଶାସାଢେ ୫ଟା ପୂର୍ବରୁ ଅଫିସ ଛାଡିବା ମନା

ସାଢେ ୫ଟା ପୂର୍ବରୁ ଅଫିସ ଛାଡିବା ମନା

ଭୁବନେଶ୍ୱର: କର୍ମଚାରୀଙ୍କ ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗର କଡା ନିର୍ଦ୍ଦେଶ । ସନ୍ଧ୍ୟା ୫ଟା ୩୦ ପୂର୍ବରୁ ଅଫିସ ଛାଡିପାରିବେ ନାହିଁ କର୍ମଚାରୀ । ସକାଳ ୧୦ଟା ସୁଦ୍ଧା ଅଫିସ ଆସିବେ । ସନ୍ଧ୍ୟା ୫ଟା ୩୦ ପରେ ଘରକୁ ଯିବେ । ଅତି କମରେ ସାଢେ ୭ ଘଣ୍ଟା ଅଫିସରେ ଉପସ୍ଥିତ ରହିବେ । ସମସ୍ତଙ୍କର ବାୟୋମେଟ୍ରିକ ଉପସ୍ଥାନ ବାଧ୍ୟତାମୂଳକ ରହିଛି । ପଞ୍ଚ ‘ଆଉଟ’  ନଥଲେ ଆବସେଣ୍ଟ ପଡିବ । ଦିନ ୧୧ଟା ପରେ ଅଫିସକୁ ଆସିଲେ ସେଦିନଟି ଅନୁପସ୍ଥିତ ବୋଲି ଧରାଯିବ। ଯଦି କୌଣସି ଅଫିସ୍ କାମରେ ବାହାରକୁ ଯାଉଥିବେ, ତେବେ ସେଥିରେ ବ୍ୟତିକ୍ରମ ରହିପାରିବ। ରାଜ୍ୟ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଏଭଳି କଡ଼ା ନିର୍ଦ୍ଦେଶନାମା ଜାରି କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking