16.1 C
Bhubaneswar
Sunday, December 7, 2025
Homeଓଡିଶାତ୍ୱରାନ୍ୱିତ ହେବ ନିଯୁକ୍ତି ପ୍ରକ୍ରିୟା

ତ୍ୱରାନ୍ୱିତ ହେବ ନିଯୁକ୍ତି ପ୍ରକ୍ରିୟା

ଭୁବନେଶ୍ୱର: ତ୍ୱରାନ୍ୱିତ ହେବ ନିଯୁକ୍ତି ପ୍ରକ୍ରିୟା । ନିଯୁକ୍ତି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ଗୁରୁତ୍ୱ ଦିଆଯାଇଛି । ସଚିବସ୍ତରୀୟ ବୈଠକ ଡାକିଲେ ରାଜ୍ୟ ସରକାର । ସବିଶେଷ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସବୁ ବିଭାଗକୁ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଚିଠି ଦିଆଯାଇଛି । ୪୧ ଟି ବିଭାଗରେ ୩ ଲକ୍ଷ ୮୭ ହଜାର ୭୦୬ ପଦବୀ ରହିଛି । ସେଥି ମଧ୍ୟରୁ ୯୬ ହଜାର ୮୫୪ ପଦବୀ ଖାଲି ପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking