19.1 C
Bhubaneswar
Wednesday, February 11, 2026
Homeଓଡିଶାଉଦ୍ଧାର ହେଲା ୪୭୭ ଗ୍ରାମ ସୁନା

ଉଦ୍ଧାର ହେଲା ୪୭୭ ଗ୍ରାମ ସୁନା

ମୋହନା: ଗହଣା ଦୋକାନ ମାଲିକଙ୍କ ଠାରୁ ଲୁଟ ଘଟଣାରେ ୨ ଗିରଫ । ୩.୫ କେଜି ରୁପା ଓ ୪୭୭ ଗ୍ରାମ ସୁନା ସହ ୪୦ ହଜାର ଟଙ୍କା ଜବତ । ୨୬ ତାରିଖରେ ଦୋକାନ ବନ୍ଦ କଲା ବେଳେ ଗହଣା ବ୍ୟାଗ ଝାମ୍ପି ନେଇଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking