32.1 C
Bhubaneswar
Sunday, June 1, 2025
Homeଦେଶ ବିଦେଶରହିଯାଇଥିବା ପାକ୍ ନାଗରିକଙ୍କୁ ଆଶ୍ୱସ୍ତି

ରହିଯାଇଥିବା ପାକ୍ ନାଗରିକଙ୍କୁ ଆଶ୍ୱସ୍ତି

ନୂଆଦିଲ୍ଲୀ: ଭାରତରେ ରହିଯାଇଥିବା ପାକ୍ ନାଗରିକଙ୍କ ପାଇଁ ଆଶ୍ୱସ୍ତି । ମେ’ ୧୦ରୁ ଜୁଲାଇ ୧୦ ଭିତରେ ପୁନଃ ଭିସା ଆବେଦନ କରିପାରିବେ ଭାରତରେ ରହିଯାଇଥିବା ପାକ୍ ନାଗରିକ । ଦୀର୍ଘକାଳୀନ ଭିସା (ଏଲଟିଭି) ପୁନଃ ଆବେଦନ କରିପାରିବେ । ଇ- ଏଫଆରଆରଓ ପୋର୍ଟାଲରେ କରିପାରିବେ ଭିସା ଆବେଦନ । ଏନେଇ ବୈଦେଶିକ ଆଇନ ଆଧାରରେ ଗୃହ ମନ୍ତ୍ରାଳୟର ନିଷ୍ପତ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking