19.1 C
Bhubaneswar
Tuesday, February 3, 2026
Homeଓଡିଶାଧାରଣାରେ ରବି ନାରାୟଣ ନନ୍ଦ

ଧାରଣାରେ ରବି ନାରାୟଣ ନନ୍ଦ

ବ୍ୟୁରୋ : ଧାରଣାରେ ରହିଛନ୍ତି  ପୂର୍ବତନ ମନ୍ତ୍ରୀ  ତଥା ବରିଷ୍ଠ ବିଜେଡି  ନେତା ରବି ନାରାୟଣ ନନ୍ଦ ।  ଜୟପୁର ସହରର  ଲାଇଫ ଲାଇନ କୁହାଯାଉଥିବା  ଜଗନ୍ନାଥ ସାଗରର ପୁନଃଉଦ୍ଧାର  ନାମରେ ଦୁର୍ନୀତି  ହୋଇଥିବା ଅଭିଯୋଗ ହୋଇଛି ।   ରବି ନନ୍ଦଙ୍କ ନେତୃତ୍ୱରେ  ଜୟପୁର ପୌର ପାଳିକାକୁ  ଘେରିବା ସହ  ମୁଖ୍ୟ ରାସ୍ତା ଅବରୋଧ  କରାଯାଇଛି ।  ଯାହା ଫଳରେ  ସହରର ମୁଖ୍ୟ ରାସ୍ତାରେ  ଯାତାୟତ ଠପ ହୋଇଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking