16.1 C
Bhubaneswar
Sunday, December 7, 2025
Homeଓଡିଶାଆଜି ବସିବ ରତ୍ନଭଣ୍ଡାର ସବ୍-କମିଟି ବୈଠକ

ଆଜି ବସିବ ରତ୍ନଭଣ୍ଡାର ସବ୍-କମିଟି ବୈଠକ

ପୁରୀ: ଆଜି ବସୁଛି ରତ୍ନଭଣ୍ଡାର ସବ୍-କମିଟି ବୈଠକ । ପରିଚାଳନା କମିଟି ଗଠନ ହେବା ପରେ ଗଠିତ ହୋଇଛି ଶ୍ରୀମନ୍ଦିର ରତ୍ନଭଣ୍ଡାର ସବ୍ କମିଟି । କମିଟିରେ ଅଛନ୍ତି ୯ ସଦସ୍ୟ । କମିଟି ଗଠନ ପରେ ଆସନ୍ତାକାଲି ବସିବ ପ୍ରଥମ ବୈଠକ । ଅପରାହ୍ନ ୫ଟାରେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ବସିବ ବୈଠକ । ରତ୍ନଭଣ୍ଡାର ମରାମତି ସରିଛି । ତେଣୁ ବାହାରେ ଅସ୍ଥାୟୀ ରତ୍ନଭଣ୍ଡାରରେ ଥିବା ଅଳଙ୍କାର ସବୁ କିଭଳି ଭିତର ସ୍ଥାୟୀ ଭଣ୍ଡାରକୁ ସ୍ଥାନାନ୍ତର ହେବ, ସେନେଇ ବୈଠକରେ ଆଲୋଚନା ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking