ପୁରୀ : ଆଉ ମାତ୍ର କିଛି ସମୟର ଅପେକ୍ଷା । ଶ୍ରୀମନ୍ଦିରକୁ ଗଲା ରତ୍ନଭଣ୍ଡାର ଚାବି ।ଠିକ ଦିନ ୧ .୨୮ରେ ଖୋଲିବ ରତ୍ନଭଣ୍ଡାର କାରଣ ଏହା ହେଉଛି ଏକ ଶୁଭ ମୁହୂର୍ତ୍ତ ।