ଭୁବନେଶ୍ୱର: ରାସନ କାର୍ଡ ହିତାଧ୍କାରୀଙ୍କ ପାଇଁ ଯୋଗାଣ ମନ୍ତ୍ରୀ ବଡ ସୂଚନା ଦେଇଛନ୍ତି । ଆଜି ଇ- କେୱାଇସି ଯାଞ୍ଚ କରିବାର ଶେଷ ତାରିଖ କହିଲେ । ଯେଉଁମାନେ ଆଜି ଇ- କେୱାଇସି ନକରିବେ ୩ ମାସ କାର୍ଡ ସସପେଣ୍ଡ ହେବ । ୩ ମାସ ଭିତରେ ଇ- କେୱାଇସି କଲେ କାର୍ଡ ପୁନଃ ସଚଳ, ନଚେତ କଟିଯିବ । ଏଯାବତ ୨୦ ଲକ୍ଷ ୫୮ ହଜାର ଇ-କେୱାଇସି କରି ନାହାନ୍ତି କହିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।