ଭୁବନେଶ୍ୱର: ଦରବୃଦ୍ଧି ପ୍ରସଙ୍ଗରେ କଂଗ୍ରେସର ମୁଲତବି ପ୍ରସ୍ତାବ । ଉତ୍ତର ରଖିଲେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ । ୧୩୩ ଖିଲାପକାରୀ ବ୍ୟବସାୟୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ୧ ଲକ୍ଷ ୬୩ ହଜାର ୫୦୦ ତାଙ୍କ ଜରିମାନା ଆଦାୟ ହୋଇଛି । ୧୨ ଜଣ ବ୍ୟବସାୟୀଙ୍କୁ କାରଣ ଦର୍ଶାଅ ନୋଟିସ ଦିଆଯାଇଛି । ପ୍ରତି ଜିଲ୍ଲାରେ ଶୀତ ଭଣ୍ଡାର କରିବା ପାଇଁ ନିଷ୍ପତ୍ତି ହୋଇଛି । ସବୁ ଜିଲ୍ଲାପାଳଙ୍କୁ ବ୍ୟବସାୟୀଙ୍କ ସହ ବୈଠକ ପାଇଁ ନିର୍ଦେଶ ଦିଆଯାଇଛି ।