26.1 C
Bhubaneswar
Friday, June 6, 2025
Homeଓଡିଶାରାଜୀବ ଗାନ୍ଧୀ ପଞ୍ଚାୟତିରାଜ ସଂଗଠନର ୪ଟି ଜିଲ୍ଲାର ଆବାହକ ଓ ସହ ଆବାହକ ନିଯୁକ୍ତ

ରାଜୀବ ଗାନ୍ଧୀ ପଞ୍ଚାୟତିରାଜ ସଂଗଠନର ୪ଟି ଜିଲ୍ଲାର ଆବାହକ ଓ ସହ ଆବାହକ ନିଯୁକ୍ତ

ଡ. ପ୍ରଦୀପ୍ତ କୁମାର ନନ୍ଦଙ୍କୁ ରାଜ୍ୟ ଅଫିସ ସମ୍ପାଦକ ଦାୟିତ୍ୱ ମିଳିଲା

ଭୁବନେଶ୍ୱର:ଅସାନ୍ତା ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେରଖିସଂଗଠନକୁସୁଦୃଢ଼କରିବାର ପ୍ରକ୍ରିୟାଜାରିରଖିଛି। ଆଗରୁ ସଂଗଠନ ର ୧୪ ଟିଜିଲ୍ଲା ପାଇଁ ଆବାହକ ଓ ସହ ଆବାହକ ନିଯୁକ୍ତହୋଇଛନ୍ତି। ପ୍ରତିଜିଲ୍ଲା ପାଇଁଜଣେ ପୁରୁଷ ଓ ଜଣେମହିଳାଙ୍କୁ ଆବାହକ ଓ ସହ ଆବାହକ ଭାବରେ ନିଯୁକ୍ତିମିଳିଛି।ସଂଗଠନରେମହିଳାସହଭାଗିତା ଓ ସଂପୃକ୍ତିକୁବଢ଼ାଇବା ପାଇଁ ପ୍ରତ୍ୟେକଟିସ୍ତରରେମହିଳାମାନଙ୍କୁ ପଦବୀ ଓ ଅଗ୍ରାଧିକାର ଦେବା ପାଇଁସଂଗଠନ ଏଭଳି ନିଷ୍ପତ୍ତି କରିଛି। ଆଜି ୪ଟି ଜିଲ୍ଲା ପାଇଁ ଆବାହକ ଓ ସହ ଆବାହକ ନିଯୁକ୍ତିହୋଇଛନ୍ତି।ଭୁବନେଶ୍ୱରଜିଲ୍ଳା ପାଇଁଡକ୍ଟର ଦେବାହୁତି ଆଚାର୍ଯ୍ୟ ଆବାହକ ଓ ଶ୍ରୀଉମେଶଚନ୍ଦ୍ର ଦାସସହ ଆବାହକ ଭାବରେ ନିଯୁକ୍ତହୋଇଛନ୍ତି।ସେହିପରି ଭଦ୍ରକଜିଲ୍ଳାରଶ୍ରୀସୁଶାନ୍ତ ବାରିକ, ଆବାହକ ଓ ଶ୍ରୀମତୀମଞ୍ଜୁଲତା ପଣ୍ଡାସହ ଆବାହକ, ନୂଆପଡ଼ାରଶ୍ରୀ ଅମିତ ଆହିର, ଆବାହକ ଓ ଶ୍ରୀମତୀହୀରା ନିହାଲ, ବରଗଡ଼ରଶ୍ରୀକିଶୋରସାହୁ ଆବାହକ ଓ ଶ୍ରୀମତୀବାସମତିବଂଚୋରସହ ଆବାହକ ଭାବରେ ନିଯୁକ୍ତି ପାଇଛନ୍ତି।ଡକ୍ଟର ପ୍ରଦୀପ୍ତ କୁମାର ନନ୍ଦଙ୍କୁରାଜ୍ୟକମିଟିରସମ୍ପାଦକ ଭାବରେ ନିଯୁକ୍ତକରିତାଙ୍କୁରାଜ୍ୟ ଅଫିସ ପରିଚାଳନା ଦାୟିତ୍ୱ ଦିଆଯାଇଛି।

ଚଳିତମାସଶେଷସୁଦ୍ଧା ଅନ୍ୟ ସମସ୍ତଜିଲ୍ଲାର ଆବାହକ ଓ ସହ ଆବାହକ ନିଯୁକ୍ତି ପ୍ରକ୍ରିୟାଶେଷହେବଏବଂଜୁନ ମାସଶେଷସୁଦ୍ଧାସମସ୍ତବ୍ଲକର ଆବାହକ ନିଯୁକ୍ତି ପ୍ରକ୍ରିୟାଶେଷହେବଏବଂଜୁନ ମାସଶେଷସୁଦ୍ଧାସମସ୍ତବ୍ଲକର ଆବାହକ ଓ ସହ ଆବାହକ ନିଯୁକ୍ତି ପ୍ରକ୍ରିୟାଶେଷହେବବୋଲିସଂଗଠନ ର ରାଜ୍ୟ ଅଧ୍ୟକ୍ଷ ଶ୍ରୀସୁଦର୍ଶନ ଦାସ ଓ ସାଂଗଠନ୍ଖଳସାଧାରଣସମ୍ପାଦକ ଶ୍ରୀବିଜୟ ପ୍ରଧାନ ଜଣାଇଛନ୍ତି।ସଂକଳ୍ପ, ସମର୍ପଣ ଓ ସଂଘର୍ଷକୁ ଆଧାର କରି ନ୍ୟାୟ ପଥରେଚାଲିସଂଗଠନକୁମଜବୁତକରିବାକୁସଂଗଠନର ପ୍ରୟାସଜାରିରହିବବୋଲି ଏକ ପ୍ରେସବାର୍ତ୍ତାରେସଂଗଠନ ପକ୍ଷରୁକୁହାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking