28.1 C
Bhubaneswar
Saturday, September 28, 2024
Homeଓଡିଶା୨୬ରୁ ବଢିବ ବର୍ଷା

୨୬ରୁ ବଢିବ ବର୍ଷା

ଭୁବନେଶ୍ୱର : ରାଜ୍ୟରେ ୨୬ରୁ ବଢିବ ବର୍ଷା । ବଙ୍ଗୋପସାଗରରେ ୨୬ ବେଳକୁ ସୃଷ୍ଟିହେବ ଘୂର୍ଣ୍ଣିବଳୟ । ୨୬ରୁ ୨୮ କିଛି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା । ଅନ୍ୟସ୍ଥାନମାନଙ୍କରେ ହାଲୁକାରୁ ମାଧ୍ୟମ ଧାରମର ବର୍ଷା ଆକଳନ କରିଛି । ଆସନ୍ତା ୩ ଦିନ ଉପକୂଳ, ଦକ୍ଷିଣ-ଆଭ୍ୟନ୍ତରୀଣ ଓଡିଶାରେ ଘଡଘଡି ସହ ବର୍ଷା ସମ୍ଭାବନା । ତେବେ ସାରା ରାଜ୍ୟକୁ ଛୁଇଁ ସାରିଛି ମୌସୁମୀ । ୬ ଜିଲ୍ଲାରେ ସ୍ୱାଭାବିକ ବର୍ଷା ରେକର୍ଡ କରାଯାଇଛି । ୨୪ ଜିଲ୍ଲାରେ ନିଅଣ୍ଟିଆ ବର୍ଷା । ଆଗକୁ ବଡ ବର୍ଷା ଥିବାରୁ ନିଅଣ୍ଟ ପରିମାଣ କମିବା ସମ୍ଭାବନା । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking