25.1 C
Bhubaneswar
Tuesday, February 3, 2026
Homeଓଡିଶା୨୮ ଯାଏଁ ରାଜ୍ୟରେ ଜାରି ରହିବ ବର୍ଷା

୨୮ ଯାଏଁ ରାଜ୍ୟରେ ଜାରି ରହିବ ବର୍ଷା

ଭୁବନେଶ୍ୱର: ତାମିଲନାଡୁ ଉପକୂଳରେ ଏବେ ସ୍ପଷ୍ଟ ଚିହ୍ନିତ ଲଘୁଚାପ ସକ୍ରିୟ ହୋଇଛି । ୧୨ ଘଣ୍‌ଠାରେ ନେବ ଅବପାତର ରୂପ । ୧୨ ଘଣ୍ଟାରେ ତାମିଲନାଡୁ, ପୁଡୁଚେରୀ, ଦକ୍ଷିଣ ଆନ୍ଧ୍ର ଆଡକୁ ମହାଁଇବ । ୨୪ରେ ଦକ୍ଷିଣ ଆଭ୍ୟନ୍ତରୀଣ ଓ ଉପକୂଳରେ ବର୍ଷାର ବିସ୍ତୃତି ବଢିବ ।  ୨୫ ଓ ୨୬ପେ ବି ବର୍ଷା ଜାରି ରହିବ । ୨୮ ଯାଏଁ ରାଜ୍ୟରେ ଜାରି ରହିବ ବର୍ଷା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking