18.1 C
Bhubaneswar
Saturday, December 6, 2025
Homeଓଡିଶା୧୪ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା!

୧୪ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା!

ଭୁବନେଶ୍ୱର: ଆସନ୍ତା ୧୪ ତାରିଖ ଯାଏଁ  ରାଜ୍ୟ ବିଭିନ୍ନ ଜିଲ୍ଲାରେ  ବର୍ଷା ଓ ଘଡଘଡି  ସହ ଝଟକା ପବନ ବହିବାର ସମ୍ଭାବନା ରହିଛି ।  ଆଜି ରାଜ୍ୟର ଅନେକ ଜିଲ୍ଲାକୁ ୟେଲ୍ଲୋ ୱାଣ୍ଣିଂ  ଜାରି କରିଛି ପାଣିପାଗ କେନ୍ଦ୍ର । କେନ୍ଦୁଝର, ମୟୁରଭଞ୍ଜ,  ବାଲେଶ୍ୱର, ଭଦ୍ରକ, ଯାଜପୁର,  କେନ୍ଦ୍ରାପଡା, କଟକ,  ଜଗତସିଂହପୁର, ପୁରୀ , ଖୋର୍ଧା ,  ନୟାଗଡ , ଗଞ୍ଜାମ, ଗଜପତି, ସୁନ୍ଦରଗଡ, ଝାରସୁଗୁଡା, ବରଗଡ, ସମ୍ବଲପୁର ,  ଦେବଗଡ, ଅନୁଗୁଳ,  ଢେଙ୍କାନାଳ , କେନ୍ଦୁଝର , ମୟୁରଭଞ୍ଚ, ସୋନପୁର, ବୌଦ୍ଧ,  ନୂଆପଡା , ବଲାଙ୍ଗୀର,  କଳାହାଣ୍ଡି,  କନ୍ଧମାଳ, ନବରଙ୍ଗପୁର,  ରାୟଗଡା,  କୋରାପୁଟ ଓ ମାଲକାନଗିରି ଜିଲ୍ଲାକୁ  ପ୍ରବଳ ବର୍ଷା ଘଡଘଡି ସହ ଘଣ୍ଟା ପ୍ରତି  ୩୦ରୁ ୪୦  କିଲୋମିଟର ଯାଏଁ   ପବନ ବହିବାର ସମ୍ଭାବନା ରହିଛି । ପୁଣି ୧୦ ତାରିଖ ପାଇଁ  କିଛି ଜିଲ୍ଲାକୁ ୟେଲ୍ଲୋ ୱାଣ୍ଣିଂ ଜାରି କରି ସତର୍କ ଜାରି କରିଛି ପାଣିପାଗ କେନ୍ଦ୍ର ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking