27.1 C
Bhubaneswar
Saturday, April 4, 2026
Homeଓଡିଶାଲଘୁଚାପର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା!

ଲଘୁଚାପର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା!

ଭୁବନେଶ୍ୱର: ଉତ୍ତର- ପୂର୍ବ  ବଙ୍ଗୋପସାଗର ଏବଂ ଆଖପାଖ ଅଞ୍ଚଳରେ  ସୃଷ୍ଟି ହୋଇଛି ଲଘୁଚାପ କ୍ଷେତ୍ର। ଏହା ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଝିପିଝିପି ବର୍ଷା ହୋଇଛି । ଆଗାମୀ ୨୪ ଘଣ୍ଟା ଭିତରେ ପଶ୍ଚିମ- ଉତ୍ତର ପଶ୍ଚିମ ଦିଗରେ ଗତି କରିବ ବର୍ଷା । ୨୫ ତାରିଖ ବେଳକୁ ଆଉ ଏକ ଳଘୁଚାପ କ୍ଷେତ୍ର  ସୃଷ୍ଟି  ହୋବୋ ନେଇ ପୂର୍ବାନୁମାନ  କରିଛି ପାଣିପାଗ କେନ୍ଦ୍ର  ପୂର୍ବକେନ୍ଦ୍ରୀୟ  ଏବଂ ସଂଲଗ୍ନ ଉତ୍ତର ବଙ୍ଗୋପ ସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ।  ଏହା ୨୬ ତାରିଖ ବେଳକୁ  ଅବପାତରେ ପରିଣତ ହୋଇପାରେ। ଫଳରେ ଆଜିଠୁ ୫ ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ  ବର୍ଷାର ସମ୍ଭାବନା ରହିଛି । ଆଗକୁ ଶାରଦୀୟ ଦୁର୍ଗା ପୂଜା ଥିବାରୁ ଫିକା ପଡିପାରେ  ଦଶହରା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking