ଭୁବନେଶ୍ୱର : ୧୯ରୁ ୨୧ ମଧ୍ୟରେ ୯ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ୱାନୁମାନ ଜାରି କରାଯାଇଛି । ଜଗତସିଂହପୁର , କେନ୍ଦ୍ରାପଡା , ଭଦ୍ରକ ବାଲେଶ୍ୱର , ଯାଜପୁର । କଟକ , ଢେଙ୍କାନାଳ , କେନ୍ଦୁଝର , ମୟୁରଭଞ୍ଜରେ ବର୍ଷା ସମ୍ଭାବନା ରହିଛି । ୧୯ ତାରିଖରେ ମଧ୍ୟରେ ଶୁଖିଲା ପାଗ ପରିବର୍ତ୍ତନ ରହିବ ।