ନୂଆଦିଲ୍ଲୀ : ରେଲୱେକୁ ଆଗକୁ ନେଇଯିବ ବଜେଟ୍ । କବଚ-୪.୦କୁ ମଞ୍ଜୁର ମିଳିଛି କହଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ରେଲୱେରେ ୫ ଲକ୍ଷ ପର୍ଯ୍ୟନ୍ତ ଚାକିରି ଦିଆଯାଉଛି । ଗତ ଦୁଇ ସରକାରରେ ଏହି ଚାକିରି ମିଳିଛି । ରେଲୱେର ଆଧୁନିକୀକରଣ ପାଇଁ ଗୁରୁତ୍ୱ । ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ପଦକ୍ଷେପ ନିଆଯାଇଛି ।










