କେନ୍ଦୁଝର: କେନ୍ଦୁଝର ବିଜେଡି ନେତା ରାଜା ଚକ୍ର ମାମାଲାରେ ରାଜା ଚକ୍ରଙ୍କ ୧୦ଟି ସ୍ଥାନରେ ଇଓଡବ୍ଲଲ୍ୟୁ ଓ ଏସଟିଏଫର ମିଳିତ ଚଢାଉ କରାଯାଇଛି । ରାଜ୍ୟର ସମସ୍ତ ମାଇନ୍ସ କରିଡରର ଚେକ ପଏଣ୍ଟରେ ରେଡ କରାଯାଇଛି । ସୁନ୍ଦରଗଡ , ସମ୍ବଲପୁର , କେନ୍ଦୁଝରରେ ଚଢାଉ ଚାଲିଛି । ବ୍ରହ୍ମପୁରର ଗୋପାଳପୁରରେ ମଧ୍ୟ ରେଡ କରିଛି ଇଓଡବ୍ଲ୍ୟୁ , ଏସଟିଏଫ ।










