26.1 C
Bhubaneswar
Friday, July 4, 2025
Homeଓଡିଶାଜୁଆ ଆଡ୍ଡାରେ ରେଡ୍‌: ୧୫ ଗିରଫ

ଜୁଆ ଆଡ୍ଡାରେ ରେଡ୍‌: ୧୫ ଗିରଫ

ନୂଆପଡା: ଜୁଆ ଆଡ୍ଡା ଉପରେ ପୋଲିସର ରେଡ । ରେଡରେ ୧୫ ଜଣଙ୍କୁ ଗିରଫ କରିଛି ପୋଲିସ । କୁରୁମପୁରୀ ଗାଁ ଜୁଆ ଆଡ୍ଡା ଉପରେ ଲଖନା ପୋଲିସର ରେଡ । ପ୍ରାୟ ୨୮ ହଜାର ଟଙ୍କା, ୯ଟି ବାଇକ, ୧୪ଟି ମୋବାଇଲ ଜବତ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking