30.1 C
Bhubaneswar
Saturday, June 14, 2025
Homeଦେଶ ବିଦେଶରହିମ ୟାର ଖାନ ଘାଟି  ଆଇସିୟୁରେ: ମୋଦି

ରହିମ ୟାର ଖାନ ଘାଟି  ଆଇସିୟୁରେ: ମୋଦି

ରାଜସ୍ଥାନ: ରାଜସ୍ଥାନ ବିକାନେରରେ ପଆକିସ୍ତାନ ଉପରେ ବର୍ଷିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପାକିସ୍ତାନର ରହିମ ୟାର ଖାନ ବାୟୁସେନା  ଘାଟି   ସୀମା ଆରପଟେ ଅଛି ।  ଏହା କେବେ ପୁଣି କାମ କରିବ ତାହା କେହି ଜାଣନ୍ତି ନାହିଁ ।  ଏହା ଆଇସିୟୁରେ , ଭାରତୀୟ ସେନା  ଏହାକୁ ଧ୍ୱଂସ କରିଦେଇଛି । ପହଲଗାମ ଆତଙ୍କୀ ହମଲାକୁ ନେଇ ନିଶାନା କଲେ । ଏପ୍ରିଲ ୨୨ର ଜବାବ ମାତ୍ର ୨୨ ମିନିଟରେ ଦେଲୁ । ସିନ୍ଦୂର ଯେତେବେଳେ  ବାରୁଦ ହୁଏ ପରିଣାମ କଣ ହୁଏ ବିଶ୍ୱ ଦେଖିଲା । ୯ଟି ଆତଙ୍କୀ ଆଡ୍ଡାକୁ ଆମ ସେନା ମାଟିରେ ମିଶାଇ ଦେଲା । ଯେଉଁମାନେ  ସିନ୍ଦୂର ଲିଭାଇବାକୁ  ଆସିଥିଲେ ।  ସେମାନେ ମାଟିରେ ମିଶିଲେ । ୩ ସେନାର ଚକ୍ରବ୍ୟୁହରେ ଫସିଲେ , ବାହାରି ପାରିଲେନି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking