21.1 C
Bhubaneswar
Saturday, February 14, 2026
Homeଓଡିଶାରାହାସ ବେହେରା ହତ୍ୟା ମାମଲା: ଦୋଷୀକୁ ୧୦ ବର୍ଷ ଜେଲ ଦଣ୍ତ

ରାହାସ ବେହେରା ହତ୍ୟା ମାମଲା: ଦୋଷୀକୁ ୧୦ ବର୍ଷ ଜେଲ ଦଣ୍ତ

ଭୁବନେଶ୍ୱର : ଭୁବନେଶ୍ୱର ରାହାସ ବେହେରା ହତ୍ୟା ମାମଲାରେ ଦୋଷୀକୁ ୧୦ ବର୍ଷ ଜେଲ ଦଣ୍ତ । ଅଭିଯୁକ୍ତ ସନାତନ ମୁଣ୍ତାଙ୍କୁ ୧୦ ବର୍ଷ ଜେଲ ଦଣ୍ତାଦେଶ । ଚନ୍ଦ୍ରଶେଖରପୁର ଥାନା ଅଧିନରେ ହୋଇଥିଲା ହତ୍ୟା । ୨୦୨୦ରେ ରାହାସ ବେହେରାଙ୍କୁ କରାଯାଇଥିଲା ହତ୍ୟା । ଅତିରିକ୍ତ ଦ୍ଵିତୀୟ ଜିଲ୍ଲା ଓ ଦୌରାଜଜ ବନ୍ଧନା କରଙ୍କ କୋର୍ଟଙ୍କ ଗୁରୁତ୍ୱପୂର୍ଣ ରାୟ । ମଣ୍ଡପ ବସ୍ତି ନିକଟରେ ରାହାସ ବେହେରାଙ୍କୁ କାଠ ଫାଳିଆରେ ପିଟି ପିଟି ହତ୍ୟା କଟିଥିଲା ଅଭିଯୁକ୍ତ ସନାତନ ମୁଣ୍ଡା । ଆଇପିସି ର ଦଫା ୩୦୨ ରେ ମାମଲା ରୁଜୁ କରିଥିଲା ପୁଲିସ । ୧୨ ସାକ୍ଷୀ, ୧୪ ବଳିଷ୍ଠ ପ୍ରମାଣ ଆଧାରରେ ଦୋଷୀ ସାବ୍ୟସ୍ତ କଲେ କୋର୍ଟ । ଆଇପିସି ୩୦୪ ରେ ହତ୍ୟାକାରୀକୁ ଦୋଷୀ ସାବ୍ୟସ୍ତ କଲେ କୋର୍ଟ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking