32.1 C
Bhubaneswar
Wednesday, March 11, 2026
Homeଓଡିଶାବିଜେପିରେ ମିଶିଲେ ରବୀନ୍ଦ୍ର ଜେନା

ବିଜେପିରେ ମିଶିଲେ ରବୀନ୍ଦ୍ର ଜେନା

ଭୁବନେଶ୍ୱର: ପଦ୍ମ ଧରିଲେ ରବୀନ୍ଦ୍ର ଜେନା । ବିଜେପିରେ ମିଶିଲେ ବାଲେଶ୍ୱରର ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା । ରାଜ୍ୟ ପାର୍ଟି ଅଫିସରେ ପହଞ୍ଚି ବିଧି ବଦ୍ଧ ଭାବେ ପଦ୍ମ ଧରି ବିଜେପିରେ ମିଶିଛନ୍ତି । ଶତାଧିକ ସମର୍ଥକଙ୍କ ସହ ବିରାଟ ପଟୁଆରରେ ଆସି ପଦ୍ମ ଧରିଛନ୍ତି । ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ବିଜେପିରେ ମିଶିଛନ୍ତି । ଗତକାଲି ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଇସ୍ତଫା ପତ୍ର ପଠାଇଥିଲେ । ସେ ବ୍ୟକ୍ତିଗତ କାରଣରୁ ଇସ୍ତଫା ଦେଇଥିବା ସେ କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking