25.1 C
Bhubaneswar
Wednesday, March 11, 2026
Homeଦେଶ ବିଦେଶଧୂମପାନ ଛାଡ଼ିଲେ: ଶାହରୁଖ

ଧୂମପାନ ଛାଡ଼ିଲେ: ଶାହରୁଖ

ମୁମ୍ବାଇ: ନଭେମ୍ବର ୨ରେ ଶାହରୁଖ ଖାନ ୫୯ତମ ଜନ୍ମଦିନ ପାଳନ କରିଥିଲେ ଏବଂ ଏହି ଅବସରରେ ସେ ଏକ ବଡ ଘୋଷଣା କରି କହିଥିଲେ ଯେ ସେ ଧୂମପାନ ଛାଡିଛନ୍ତି। ଏହି ଖବରଟି ତାଙ୍କ ପ୍ରଶଂସକଙ୍କୁ ଉଭୟ ଆଶ୍ଚର୍ଯ୍ୟ ଓ ଖୁସି କରାଇଥିଲା। ଶାହାରୁଖ ସିଗାରେଟ ଟାଣିବା ଆରମ୍ଭ କରିବାର ୩ଦଶନ୍ଧିରୁ ଅଧିକ ସମୟ ବିତିଗଲାଣି | ସେ ଖୋଲାଖୋଲି ଭାବେ ସିଗାରେଟ ଟାଣୁଥିବାର ଅନେକ ଭିଡିଓ ସୋସିଆଲ ମିଡିଆରେ ପ୍ରତିଦିନ ଦେଖିବାକୁ ମିଳୁଥିବା ବେଳେ ଗତ କିଛି ଦିନ ହେବ ସେ ଧୂମପାନ କରୁଥିବାର ଭିଡିଓ ଭାଇରାଲ ହେଉଥିବା ବେଳେ ଏବେ ଶାହରୁଖ ଧୂମପାନ ଛାଡ଼ିଥିବା କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking