25.1 C
Bhubaneswar
Monday, February 23, 2026
Homeଓଡିଶାଗୃହରେ ପ୍ରଶ୍ନକାଳ ସ୍ୱାଭାବିକ

ଗୃହରେ ପ୍ରଶ୍ନକାଳ ସ୍ୱାଭାବିକ

ଭୁବନେଶ୍ୱର: ବିଧାନସଭାର ତୃତୀୟ ଅଧିବେଶନରେ ପ୍ରଶ୍ନକାଳ ସ୍ୱାଭାବିକ ଭାବେ ଚାଲିଛି । ମହିଳା ଓ ଶିଶୁ ବିକାଶ ବିଭାଗ  ଉପରେ ଚାଲିଛି ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ । ସଦସ୍ୟଙ୍କ ପ୍ରଶ୍ନର ଉତ୍ତର ରଖୁଛନ୍ତି ବିଭାଗୀୟ ମନ୍ତ୍ରୀ। ବିଜେଡି ବିଧାୟକଙ୍କ ଅଶ୍ୱିନୀ ପାତ୍ରଙ୍କ ପ୍ରଶ୍ନରେ ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡା ଉତ୍ତର ରଖି କହିଛନ୍ତି ୨୦,୧୫୦ ଅଙ୍ଗନବାଡି କେନ୍ଦ୍ର  ନାହିଁ ନିଜସ୍ୱ ଗୃହ ।ରାଜ୍ୟରେ ମୋଟ  ୭୪,୨୨୪ ଟି ଅଙ୍ଗନବାଡି କେନ୍ଦ୍ର ଅଛି ।  ଏବେ ୫୪,୦୭୪ଟି ଅଙ୍ଗନବାଡି ନିଜସ୍ୱ ଗୃହରେ ଚାଲିଛି । ୧୦, ୪୧୬ଟି ମିନି ଅଙ୍ଗନବାଡି କେନ୍ଦ୍ର  ଅଙ୍ଗନବାଡି କେନ୍ଦ୍ରକୁ ପରିବର୍ତ୍ତନ କରାଯାଇଛି ।  ୪୫୭୪ଟି ଅଙ୍ଗନବାଡି କେନ୍ଦ୍ର ସ୍କୁଲ ଘରେ ଚାଲିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking