29.1 C
Bhubaneswar
Wednesday, July 9, 2025
Homeଓଡିଶାଛୋଟ ଅଭିଜ୍ଞତାକୁ କାମରେ ଲଗାଇବି: ପିନାକ

ଛୋଟ ଅଭିଜ୍ଞତାକୁ କାମରେ ଲଗାଇବି: ପିନାକ

ପୁରୀ: ପୁରୀ ଏସପି ଭାବେ ଦାୟିତ୍ୱ ନେବା ପରେ ପିନାକ ମିଶ୍ରଙ୍କ ସୂଚନା । ମୋର ପୂର୍ବରୁ ଯେଉଁ ଛୋଟ ଅଭିଜ୍ଞତା ରହିଛି କାମରେ ଲଗାଇବି । ମହାପ୍ରଭୁ ମୋତେ ଓ ପୋଲିସକୁ ଶକ୍ତି ଦିଅନ୍ତୁ କାମନା କରୁଛି । ଅଘଟଣ ନେଇ ମୁଁ ଏବେ କହିବା ଠିକ ହେବ ନାହିଁ । ସମସ୍ତ ନୀତିକାନ୍ତି ଆଗକୁ କିପରି ଠିକ ଭାବେ ହେବ ପ୍ରାଥମିକତା ଦିଆଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking