33.1 C
Bhubaneswar
Saturday, May 3, 2025
Homeଓଡିଶାବିଶ୍ୱ ସ୍ତରୀୟ ହେବ ପୁରୀ ପ୍ରକଳ୍ପ 

ବିଶ୍ୱ ସ୍ତରୀୟ ହେବ ପୁରୀ ପ୍ରକଳ୍ପ 

ଭୁବନେଶ୍ୱର  : ପୁରୀ ପ୍ରକଳ୍ପକୁ ନେଇ  ବିଶ୍ୱସ୍ତରୀୟ କରିବାକୁ ଉଦ୍ୟମ କରାଯିବ । ପରିକ୍ରମା ପ୍ରକଳ୍ପ ପୁରୁଣା ଡିଜାଇନ ସହ  କିଛି ନୂଆ ଡିଜାଇନ ହେବ ।  ଏନେଇ ଡ୍ରଇଂ ଡିଜାଇନ ପ୍ରକ୍ରିୟା ଆରମ୍ଭ ହୋଇଛି  କହିଛନ୍ତି  ପୃଥ୍ୱୀରାଜ ହରିଚନ୍ଦନ । ଆହୁରି କହିଛନ୍ତି ଲିଙ୍ଗରାଜ ପ୍ରକଳ୍ପ , ପୁରୀ ପ୍ରକଳ୍ପକୁ ବିଶ୍ୱ ସ୍ତରୀୟ  କରାଯିବ । ଏଥିପାଇଁ ଯାହା ଆବଶ୍ୟକ ତାହା କରାଯିବ କହିଛନ୍ତି ପୃଥ୍ୱୀରାଜ ହରିଚନ୍ଦନ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking