16.1 C
Bhubaneswar
Tuesday, December 9, 2025
Homeଓଡିଶାପୁରୀ ଘଟଣା ଦୁର୍ଭାଗ୍ୟଜନକ: ରାହୁଲ 

ପୁରୀ ଘଟଣା ଦୁର୍ଭାଗ୍ୟଜନକ: ରାହୁଲ 

ନୂଆଦିଲ୍ଲୀ: ଶରଧାବାଲିରେ ଦଳାଚକଟା ଜନିତ ମୃତ୍ୟୁ ଘଟଣା । ରାହୁଲ ଗାନ୍ଧୀ କହିଲେ ପୁରୀ ଘଟଣା ଦୁର୍ଭାଗ୍ୟଜନକ । ଶୋକସନ୍ତପ୍ତ ପରିବାରବର୍ଗ ପ୍ରତି ସମବେଦନା ଜଣାଉଛି । ରାଜ୍ୟ ସରକାର ତୁରନ୍ତ ବିହିତ ପଦକ୍ଷପେ ନିଅନ୍ତୁ । ଏଭଳି ଘଟଣା ସମସ୍ତଙ୍କ ପାଇଁ ବଡ ଚେତାବନୀ । ଆହତଙ୍କୁ ଯଥାସ୍‌ଭବ ସାହାଯ୍ୟ କରିବାକୁ କଂଗ୍ରେସ କର୍ମକର୍ତ୍ତାଙ୍କୁ କହିଲେ । ଏଭଳି ବଡ ଆୟୋଜନର ଗମ୍ଭୀରତା ଦୃଷ୍ଟିରୁ ସୁରକ୍ଷା ସମୀକ୍ଷା ଜରୁରୀ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking