17.1 C
Bhubaneswar
Sunday, February 8, 2026
Homeଓଡିଶାପୁରୀ ଜିଲ୍ଲା ବିଜେଡି ସହ-ନିର୍ବାଚନ ଅଧିକାରୀ ନିଯୁକ୍ତ

ପୁରୀ ଜିଲ୍ଲା ବିଜେଡି ସହ-ନିର୍ବାଚନ ଅଧିକାରୀ ନିଯୁକ୍ତ

ପିପିଲି :ଖୁବଶୀଘ୍ର ବିଜେଡି ର ହେବ ନବ କଳେବର । ପୁରୀ ଜିଲ୍ଲା ର ବିଭିନ୍ନ ନିର୍ବାଚନ ମଣ୍ଡଳୀ ରେ ଥିବା ୧୧ ଗୋଟି ବ୍ଲକ ,ତିନି ଟି ଏନ ଏ ଏସି, ଓ ଗୋଟିଏ ମ୍ୟୁନିସ ପାଲଟି ପାଇଁ ସହ-ନିର୍ବାଚନ ଅଧିକାରୀ ନିଯୁକ୍ତ କଲା ବିଜେଡି । ପିପିଲି ବ୍ଲକ ପାଇଁ ସୁକାନ୍ତ କୁମାର ପଣ୍ଡା, ଡେଲାଙ୍ଗ ବ୍ଲକ ରବି ନାରାୟଣ ତାଡ଼, ପିପିଲି ଏନ ଏ ଏସି ଗନ୍ଧର୍ବ ପରିଡ଼ା, ସତ୍ୟବାଦୀ ନିର୍ବାଚନ ମଣ୍ଡଳୀ ସତ୍ୟବାଦୀ ବ୍ଲକ ପାଇଁ ବାଉରୀ ବନ୍ଧୁ ମହାପାତ୍ର, କଣାସ ବ୍ଲକ ପାଇଁ ରାଜେଶ ହରିଚନ୍ଦନ,ପୁରିସଦର ରମାକାନ୍ତ ପଣ୍ଡା, ପୁରୀ ମ୍ୟୁନିସ ପାଲଟି ମଳୟ କାନ୍ତ ଗଜେନ୍ଦ୍ର, ବ୍ରହ୍ମଗିରି ବ୍ଲକ ପାଇଁ ବୃନ୍ଦାବନ ପ୍ରଧାନ, କୃଷ୍ଣ ପ୍ରସାଦ ବ୍ଲକ ନବଘନ ତରାଇ, କାକଟପୁର ବ୍ଲକ ଅଭୟ କୁମାର ସେଠୀ, ଅସ୍ତ୍ରରଙ୍ଗ ବ୍ଲକ ପାଇଁ କୁଞ୍ଜ ବିହାରୀ ପ୍ରଧାନ, କୋଣାର୍କ ଏନ ଏ ଏସି ସୁଶାନ୍ତ କୁମାର ବେହେରା, ନିମାପଡା ବ୍ଲକ ନରସିଂହ ରାଉତରାୟ, ଗୋପ ବ୍ଲକ ଜ୍ୟୋତି ରଂଜନ ନାୟକ, ନିମାପଡା ଏନ ଏ ଏସି ଲୋକ ନାଥ ସାହୁ ଙ୍କୁ ସହ ନିର୍ବାଚନ ଅଧିକାରୀ ଭାବେ ନିଯୁକ୍ତି ଦେଇଛି ବିଜେଡି । ଖୁବଶୀଘ୍ର ପଂଚାୟତ ସ୍ତର ରୁ ନିର୍ବାଚନ ପ୍ରକିୟା ଆରମ୍ଭ ହେବ ବୋଲି କହିଛନ୍ତି ପୁରୀ ଜିଲ୍ଲା ବିଜେଡି ନିର୍ବାଚନ ଅଧିକାରୀ ବୈରାଗୀ ଜେନା । ପିପିଲି ଠାରେ ସାମ୍ବାଦିକ ସମ୍ମିଳନୀ କରି ଘୋଷଣା କରିଛନ୍ତି ବୈରାଗୀ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking