26.1 C
Bhubaneswar
Thursday, September 19, 2024
Homeଓଡିଶାଧର୍ମଶାଳା ବ୍ଲକରେ ୭ ଜଣଙ୍କୁ ଶ୍ରବଣଯନ୍ତ୍ର ପ୍ରଦାନ

ଧର୍ମଶାଳା ବ୍ଲକରେ ୭ ଜଣଙ୍କୁ ଶ୍ରବଣଯନ୍ତ୍ର ପ୍ରଦାନ

ଯାଜପୁର : ଅଜି ଯାଜପୁର ଜିଲ୍ଲା ର ଧର୍ମଶାଳା ବ୍ଲକ ଅଞ୍ଚଳରେ ଶ୍ରବଣଶକ୍ତି ହରାଇଥିବା ୭ ଜଣ ଶ୍ରବଣ ବାଧିତ ହିତାଧିକାରୀଙ୍କୁ ଆଜି ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଅତ୍ୟାଧୁନିକ ଶ୍ରବଣଯନ୍ତ୍ର ପ୍ରଦାନ କରାଯାଇଛି । ବ୍ଲକ ସମ୍ମିଳନୀ କକ୍ଷରେ ଆୟୋଜିତ ଶିବିର ରେ ଧର୍ମଶାଳା ବି. ଡି. ଓ ଶ୍ରୀ ଦେବେନ୍ଦ୍ର ପ୍ରସାଦ ବଳଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ବିଭିନ୍ନ ପଞ୍ଚାୟତ ରୁ ଆସିଥିବା ୭ ଜଣ ଶ୍ରବଣ ବାଧିତ ହିତାଧିକାରୀ ଙ୍କୁ ଏହି ଯନ୍ତ୍ର ପ୍ରଦାନ କରଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ଜ୍ଞାନରଞ୍ଜନ ବେହେରା, ଅରେଞ୍ଜ ହୁଇଲ କମ୍ପାନୀର ଅଧିକାରୀ, ବ୍ଲକ କର୍ମଚାରୀ ଉପସ୍ଥିତ ରହି ଶିବିରକୁ ପରିଚାଳନା କରିଥିଲେ । ଆଜି ୮୧ ଟି ଅତ୍ୟାଧୁନିକ ଶ୍ରବଣଶକ୍ତି ଯନ୍ତ୍ର ପ୍ରସ୍ତୁତ କରାଗଲା ଏବଂ ୭ ଜଣ ଦିବ୍ୟାଙ୍ଗଙ୍କୁ ବଣ୍ଟନ କରାଗଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking