30.1 C
Bhubaneswar
Tuesday, February 3, 2026
Homeଓଡିଶାକାଲିଠୁ ପ୍ରତିବାଦ, ୨୪ରୁ କାର୍ଯ୍ୟବନ୍ଦ!

କାଲିଠୁ ପ୍ରତିବାଦ, ୨୪ରୁ କାର୍ଯ୍ୟବନ୍ଦ!

ଭୁବନେଶ୍ୱର : ଏସସିବି ନର୍ସିଂ ଅଫିସର ଓ ହାଉସ ସର୍ଜନ ସଂଘ ବିବାଦ । କାଲିଠୁ ସାରା ରାଜ୍ୟରେ ନର୍ସିଂ ସଂଘ କରିବ ପ୍ରତିବାଦ । କଳାବ୍ୟାଜ ପିନ୍ଧି ପ୍ରତିବାଦ କରିବେ ନର୍ସିଂ ଅଫିସର । ଏହାପରେ ତିନିଦିନ ଟୋକନ ଷ୍ଟ୍ରାଇକ କରିବେ । ସମାଧାନ ନହେଲେ ୨୪ରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ହେବ । ଓଡିଶା ନର୍ସିଂ କର୍ମଚାରୀ ସଂଘ ଏସ୍‌ସିବି ଶାଖାର ସୂଚନା ।

ଚାକିରି ପୂର୍ବରୁ ଗର୍ଭଧାରଣ ପରୀକ୍ଷା ପାଇଁ ନିର୍ଦ୍ଦେଶ

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking